ଶ୍ରୀମନ୍ଦିରରେ ପୁଣି ଅଘଟଣ : ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଅଘଟଣ ଘଟିଛି। ମନ୍ଦିର ଭିତରେ ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ ହୋଇଛନ୍ତି। ଆହତମାନେ ହେଲେ ପୁପି ପ୍ରଧାନ (୩୦) ଓ ପ୍ରଦୀପ ସାହୁ(୩୫)। ଉଭୟ ଆହତ ଯୁବକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶ୍ରୀମନ୍ଦିରର ଭୋଗ ମଣ୍ଡପରୁ ମହାପ୍ରସାଦ ଯାଉଥିବା ବେଳେ ଆଜି ଅପରାହ୍ନ ସମୟରେ ଅଘଟଣ ଘଟିଥିଲା। ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ … Continue reading ଶ୍ରୀମନ୍ଦିରରେ ପୁଣି ଅଘଟଣ : ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ, ଡାକ୍ତରଖାନାରେ ଭର୍ତ୍ତି